ଟିଏମସିରୁ ବିଏସଏଫ ଯବାନ ଫେରାର

ନବରଙ୍ଗପୁର: ନବରଙ୍ଗପୁର ପଲିଟେକ୍ନିକ ଟିଏମସିରୁ ଜଣେ ବିଏସଏଫ ଯବାନ ଫେରାର ହୋଇଯାଇଥିବା ଜଣାଯାଇଛି । ଫେରାର ଯବାନ ଜଣକ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ବୋଲି ସୂଚନା ମିଳିଛି । ଗତ ୨୪ ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୩୦ରେ ସୁସ୍ଥ ପରେ ତାଙ୍କୁ ଟିଏମସିରେ ରଖାଯାଇଥିଲା । ତେବେ ଗତ ୧୦ ତାରିଖ ଠାରୁ ସମ୍ପୃକ୍ତ ଯବାନ ଜଣକ ଫେରାର ଥିବା ସୂଚନା ମିଳିଛି । ଏନେଇ ନବରଙ୍ଗପୁର ଥାନାରେ ଅଭିଯୋଗ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ