ସତ୍ୟପାଲ ମଲ୍ଲିକ ଙ୍କ ବୟାନ କୁ ନେଇ ଚର୍ଚ୍ଚା

(ଯୁଗାବ୍ଦ ନ୍ୟୁଜ)ଅନେକ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚା ରେ ରହୁଥିବା ଜାମ୍ମୁକାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲୀକ କାଶ୍ମୀରରେ ଦେଖାଦେଇଥିବା ସେନା ଛାଉଣୀ ସର୍ମ୍ପକରେ ନିଜର ବିବୃତି ରଖି କହିଛନ୍ତି ଜାମ୍ମୁକାଶ୍ମୀରରେ ଗତ କିଛି ଦିନ ହେଲା ସୁରକ୍ଷା କର୍ମିୀ ଙ୍କ ଚଳପ୍ରଚଳ ବଢିଯାଇଛି । ଏହା ସହ ଅମରନାଥ ଯାତ୍ରା ଉପରେ ରୋକ ଲଗାଯିବା ପରେ ସେ କହିଛନ୍ତି ଯେ ଗୃହ ବିଭାଗର ଉଚ୍ଚ ପଦସ୍ତ ଅଫିସର ଙ୍କ ସହ ସେ କଥା ହୋଇଛନ୍ତି ଆମକୁ ସେପରି କିଛି ସୂଚନା ମିଳିନାହିଁ ଆଗକୁ କଣ କରି ହେବ, ଆଉ ଗୋଟିଏ କଥା ଜନସାଧାରଣ ମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି ଧାରା ୩୫-୧ ଓ ୩୭୦ ଉଚ୍ଚେଦ କଥା କହୁଛନ୍ତି ଏହା ବାବଦରେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ କିଛି କଥା ହୋଇନାହାଁନ୍ତି କାଲି କଣ ଘଟିବ ସେ ବିଷୟରେ ଚିନ୍ତା କରିବାର କିଛି ଆବଶ୍ୟକ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ