ଗଞ୍ଜାମ ଏନଏସି ଛଅ ଦିନ ପାଇଁ ସଟଡାଉନ ଘୋଷଣା

ଗଞ୍ଜାମ, (ଓ୍ବାଇଏନ୍ଏସ୍):କରୋନା ସଂକ୍ରମଣ କୁ ନେଇ ଗଞ୍ଜମ ଏନଏସି କୁ ଛଅ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଏନେଇ ଗଞ୍ଜାମ ଏନଏସି ପ୍ରଶାସନିକ ଅଧିକାରୀ ତଥା ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟାରଞ୍ଜନ ପୃଷ୍ଟି ଘୋଷଣା କରିଛନ୍ତି । ଯାହାଫଳରେ ଆଜି ସନ୍ଧ୍ୟା ରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇ ଲୋକଙ୍କୁ ସଚେତନତା କରାଯାଇଛି । ଯାହାଫଳରେ ଆସନ୍ତା କାଲି ୧୬ ତାରିଖ ସକାଳ ଠାରୁ ୨୧ ତାରିଖ ରାତ୍ରି ପର୍ଯ୍ୟନ୍ତ ଏହା ଲାଗୁ ରହିବ । ସୂଚନାଯୋଗ୍ୟ ଏନଏସିର ପଜେଟିଭ ଚିହ୍ନଟ ହେବ ପରେ ୱାଡ଼ ନମ୍ବର ୫, ୪, ୩, ୨ କୁ ଗତ ସାତ ତାରିଖରୁ ନିଷେଧଆଞ୍ଚଳ ଘୋଷଣା କରାଯାଇଥିବା ବେଳେ, ପୁନର୍ବାର ଜିଲ୍ଲାପ୍ରଶାସନ ଗଂଜାମ ଜିଲ୍ଲାକୁ ନଅ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ସଟଦାଉଉନ ଘୋଷଣା କରିଥିଲେ । ପୁନର୍ବାର ୨୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣ କରିଛି ପ୍ରଶାସନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ