ରା.ଉଦୟଗିରି ବ୍ଲକ କଂଗ୍ରେସ ସଭାପତିଙ୍କ ହୃଦଘାତରେ ଦେହାନ୍ତ

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ରା,ଉଦୟଗିରି କଂଗ୍ରେସର ଜଣେ ଟାଣୁଆ ନେତା ବା ବ୍ଲକ ସଭାପତି ଅଭିମନୁ ଗୌଡ଼ଙ୍କ ନିଜ ଘରେ ହୃଦଘାତରେ ଆଜି ଦେହାନ୍ତ ହଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ତଥା କଂଗ୍ରେସରେ ଏକ ଦୁଃଖ ଦାୟକ ଘଟଣା ଘଟିଛି, ଟାଣୁଆ ନେତାକୁ ହରାଇଛି ଦଳ । ଏହାକୁ ନେଇ ସମସ୍ତଙ୍କ ମନରେ ଦୁଃଖ ସହ ବ୍ଲକରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ବହୁ କଂଗ୍ରେସ କର୍ମୀ ଓ ବିଧାୟକ ଦାଶରଥି ଗମାଙ୍ଗ, ବୁଦ୍ଧିଜୀବୀ ମାନେ ତାଙ୍କର ଶେଷ ଦର୍ଶନ କରିବା ସହିତ ତାଙ୍କ ଅମରଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ