ଜରୁରୀ ବିଭାଗ ଚତୁର୍ଥ ଶ୍ରେଣୀ କର୍ମଚାରୀ ମକରଧ୍ୱଜଙ୍କ ପରଲୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ତହସିଲର ପୂର୍ବତନ କର୍ମଚାରୀ ଏବଂ ଜିଲ୍ଲା ଜରୁରୀ ବିଭାଗ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ମକରଧ୍ୱଜ ସାହୁଙ୍କର ୫୩ବର୍ଷ ବୟସରେ ପରଲୋକ ହୋଇଯାଇଛି । ସୂର୍ଗତ ସାହୁ ଯକୃତଜନିତ କର୍କଟ ରୋଗରେ ପଡିତ ଥାଇ ଚିକିତ୍ସିତ ଥିଲେ । ଗରାପୁରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ସୂର୍ଗତ ସାହୁଙ୍କ ବିୟୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ