କ୍ୱାରାଣ୍ଟାଇନ୍ ଅନ୍ତେବାସୀଙ୍କ ଦ୍ୱାରା ବୃକ୍ଷରୋପଣ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ନେହେରୁ ସରକରୀ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହୁଥିବା ପ୍ରବାସୀ ଓଡିଆ ଅନ୍ତେବାସୀ ମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିବା ଜଣାଯାଇଛି । ସରପଞ୍ଚ ରଞ୍ଜନ କୁମାର ସାହୁଙ୍କ ତତ୍ତ୍ୱାବଧାନ ଓ ଗ୍ରାମ ପଞ୍ଚାୟତ ନୋଡାଲ ଅଧିକାରୀ ଅଭୟ କୁମାର ପ୍ରଧାନ ଓ ଟିଏମସି ସଭ୍ୟଙ୍କ ସହଯୋଗରେ ପ୍ରତ୍ୟେକ ଅନ୍ତେବାସୀ ଗୋଟିଏ ଲେଖାଏ ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ