ପଣ୍ଡିତ ଗଣେଶ୍ୱର ପଣ୍ଡାଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ପଣ୍ଡିତ ଗଣେଶ୍ୱର ପଣ୍ଡାଙ୍କ ବିୟୋଗରେ ଟାଉନ ହାଇସ୍କୁଲ ପରିସରରେ ଏକ ସ୍ମୃତିସଭା ହାଇସ୍କୁଲର ପୁରାତନଛାତ୍ର ଶଚିଦାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାରେ ଶିକ୍ଷାବୀତ ହେମନ୍ତ କୁମାର ଜେନା,ହାଡିବନ୍ଧୁ ସିଂ, ସାବୀର ଖାନ,ରାଜେନ୍ଦ୍ର ରାଉତ,ସେଖ ଖତିଫ ପ୍ରମୁଖ ଯୋଗଦେଇ ସାମାଜିକ ଦ୍ୱରତ୍ୱ ରକ୍ଷା ପୂର୍ବକ ପଣ୍ଡିତ ସୂର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ପ୍ରତି ଭକ୍ତପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ