ବଜ୍ରପାତ ଚଡକ ଭୂମି ଫାଟିବା ସହ ୩ଟି ବଳଦର ମୃତ୍ୟୁ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡ଼ା ପଞ୍ଚାୟତର ତିଲକପଡ଼ି ଗ୍ରାମରେ ଆଜି ଅପରାହ୍ଣରେ ବଜ୍ରାଘାତରେ ଭୂମି ଫାଟିଥିବା ବେଳେ ୩ଟି ବଦଳର ମୃତ୍ୟୁ ଘଟିଛି। ତେବେ ବଦଳ ଚରାଉଥିବା ବ୍ୟକ୍ତି ଜଣକ ସୁରକ୍ଷିତ ଥିବା ଜଣାପଡ଼ିଛି। କିଛି ସମୟ ପାଇଁ ଗ୍ରାମରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପରିସ୍ଥିତି ଶାନ୍ତ ହେବାପରେ ବଜ୍ରାଘାତରେ ଫାଟଯାଇଥିବା ଭୂମିକୁ ଦେଖିବାପାଇଁ ଲୋକେ ଜମା ହୋଇଥିଲେ। ମୃତ ବଳଦର କ୍ଷତିପୂରଣ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ