ଖବର ପ୍ରସାରଣପରେ ଜିଲ୍ଲାପାଳଙ୍କ ଗସ୍ତ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକରେ ହୋଇଥିବା କୋଭିଡକ୍ୟାର ରେ ଦୁର୍ନୀତି ଘଟଣା ପ୍ରକାଶ ହଇଥିଲା ଜେନେଟର ଏପରିକି ଅଧା ପାନ୍ତରା ରୋଷାଇ ଘର ଏବଂ ରୋଗୀଙ୍କ ଲୁଗା ଧୋଇବା ଗୃହ ଅଧା ହଇଛି ରୋଗୀଙ୍କୁ ଭଲ ସେବା ମିଳୁନଥିବା ରୋଗୀ ଅଭିଯୋଗ କରିଥିଲେ ଏପରିକି ହୋଇଥିବା ଦୁର୍ନୀତି ଓ ବିଲ୍ଲ କରି ଟଙ୍କା ଲୁଟର ତଦନ୍ତ କରିବା ପାଇଁ ଦାବି ହୋଇଥିଲା ଏହି ଖବର ପଢିବା ପରେ ଜିଲ୍ଲାପାଳ ଅନୁପମ ଶାହା ଆସି ପରିଦର୍ଶନ କରିଛନ୍ତି ପ୍ରଥମେ ମୋହନା ପହଂଚିବା ପରେ ଗୁଣ୍ଡିମା ଗସ୍ଥ କରିଥିଲେ ସେଠି ବିଡ଼ିଓ ବଂଶୀଧରଖୁସଲା,ତହସିଲଦାର କଲ୍ୟାଣି ସଙ୍ଘମିତ୍ରାଦେବି ମେଡିକାଲ ଅଧିକାରୀ ନମିତା ପଣ୍ଡା ସରକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର‌୍ୟ୍ୟ ଉପସ୍ଥିତିତଥିଲେ ସେଠି ପହଞ୍ଚି ଦେଖିଥିଲେ ଅଧାପାନ୍ତରା କାମ ରହିଛି ସରିନାହିଁ ସେଠୁ ବାହାରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଆଲଚନା କରିବା ପରେ କାଳିଆପଟା କୋଭିଡ ମେଡ଼ିକାଲ ପରିଦର୍ଶନ କରିବା ପରେ ଫେରି ଯାଇଥିଲେ ପାରଳାଖେମୁଣ୍ଡି କୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ମୋହନାବ୍ଲକ ର ଜନସଧାରଣଙ୍କ ପାଇଁ ଗୁଣ୍ଡିମାରେ ଏକ କୋଭିଡମେଡ଼ିକାଲ ଖୋଲିବା ପାଇଁ ଚୟନ କରିଛନ୍ତି ସେ ଆସିବା ସମୟରେ କାମ ଅଧା ପଡିଥିବା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ଗୋଟିଏ ଦିନ ପରେ ଖୋଲିବାକୁ ଥିବା କୋଭିଡ କ୍ୟାର ବର୍ତ୍ତମାନ ସୁଦ୍ଧାକାମ ସରୁନି କେତେ ଦୃତ ଗତିରେ କାମ ହଉଚି ତାହା ଜଣାପଡୁଛି ଜିଲ୍ଲାପାଳଙ୍କ ଆସିବା ଶୁଣି ଯନ୍ତ୍ରୀ ଝିପି ଝିପି ବର୍ଷା ରେ ମଜୁରିଆ ମାନଙ୍କୁ କାମକରାଇଥିଲେ ହେଲେ ଭି କାମସରିଲା ନାହିଁ ଏଠୁ ସ୍ପଷ୍ଟ ଭାବେ ଜିଲ୍ଲାପାଳ ଜାଣି ପାରୁଥିବେ କିପରି କାମ ହେଉଅଛି ଏପରି ଯନ୍ତ୍ରୀଙ୍କ ପ୍ରତି କଣ ପଦକ୍ଷପ ନେବେ ଜିଲ୍ଲାପାଳ ତାକୁ ଦେଖିବା ବାକିରହିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ