ଗଞ୍ଜାମ ଗୋପାଳପୁର ବନ୍ଦର କର୍ମଚାରୀଙ୍କ ନୀରବ ପ୍ରାର୍ଥନା 06/08/2020 YWPSENU8 0 Comments ଗୋପାଳପୁର ବନ୍ଦର କର୍ମଚାରୀଙ୍କ ନୀରବ ପ୍ରାର୍ଥନା ଛତ୍ରପୁର,(ଓ୍ବାଇଏନ୍ଏସ୍):ଗୋପାଳପୁର ବନ୍ଦର ପରିସରରେ କାର୍ୟ୍ୟରତ କର୍ମଚାରୀ ମାନେ ବଳିଦାନ ଦେଇଥିବା କୋଭିଡ ଯୋଦ୍ଧା ଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଆଜି ସନ୍ଧ୍ୟା ୬ଟାରେ ଏକ ମିନିଟ ନୀରବ ପ୍ରାର୍ଥନା ଏବଂ ଶପଥ ପାଠ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା Spread the love