ବିଜେଡ଼ି ସମର୍ଥକ ଆନନ୍ଦ ମହାପାତ୍ର ଙ୍କ ବିୟୋଗ ରେ ଗଭୀର ଶୋକ

ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା):ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ରୁଢ଼ାପଦର ଗ୍ରାମ ପଞ୍ଚାୟତ ର ବଡଗୁଣ୍ଡିରିବାଡ଼ି ଗ୍ରାମର ଆନନ୍ଦ ମହାପାତ୍ର ଙ୍କ କିଡିନି ଓ ମଧୁମେହ ଜନିତ ରୋଗ ରେ ପୀଡିତ ହୋଇ ଏଏମଏସ ରେ ଚିକିତ୍ସିତ ହେଉ ଥିବା ସମୟରେ ମୃତ୍ୟ ବରଣ କରିଛନ୍ତି।ତାଙ୍କ ମୃତ୍ୟୁ ରେ ସାରା ଅଂଚଳରେ ଶୋକ ର ଛାୟା ଖେଳି ଯାଇଛି।ସେ ଜଣେ ବିଜେଡ଼ି ର ସମର୍ଥକ ଥିଲେ। ତାଙ୍କ ପତ୍ନୀ ପ୍ରିୟତମା ମହାପାତ୍ର ପୁର୍ବରୁ ରୁଢ଼ାପଦର ପଂଚାୟତ ର ସରପଞ୍ଚ ଥିଲେ।ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ ,ବ୍ଲକ ଉପାଦକ୍ଷ ହିମାଂଶୁ ଶେଖର ବାରିକ,ବ୍ଲକ ଅଧକ୍ଷା ପ୍ରତିନିଧି ଅନାଦି ବେହେରା,ସରପଞ୍ଚ କୃଷ୍ଣଚନ୍ଦ୍ର ରଥ,ଯଶୋବନ୍ତ ବଳବନ୍ତ ସାହାଣୀ, ଦେବୀପ୍ରସାଦ ମହାପାତ୍ର, ଉମାସଙ୍କର ବାରିକ,ହୃଷିକେଶ ନାୟକ,ବିଚିତ୍ର ନାଇକ, ଧ୍ରୁବସେନା ବେହେରା, ସମିତିସଭ୍ୟ ଅମୀର କୁମାର ସ୍ୱାଇଁ, ଓ ସରପଞ୍ଚ ପ୍ରତିନିଧି ଗୋକୁଳ ଦୋରା, ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗ ଙ୍କୁ ଭଗବାନ ସହାୟ ହୁଅନ୍ତୁ ବୋଲି ମତ ବ୍ୟାଙ୍କ ବ୍ୟକ୍ତ କରିଛନ୍ତି।ନିର୍ମଳ ଚନ୍ଦ୍ର ନାୟକ, ପଞ୍ଚାନନ ବିଶୋଇ, ବିଜୟ ରାଉତ, ଆଲୋକ ପଣ୍ଡା,ନାରାୟଣ ନାୟକ ,ସନ୍ତୋଷ କୁମାର ପାତ୍ର,ରବୀନ୍ଦ୍ର ପାତ୍ର, ମନୋଜ ସାହୁ,ଓ ବିଶ୍ୱରଂଜନ ପଟ୍ଟନାୟକ ପ୍ରମୂଖ ମୃତ ଆନନ୍ଦ ମହାପାତ୍ର ଙ୍କ ଶବଧାରା ରେ ଉପସ୍ଥିତ ହୋଇ ଗଭୀର ଶୋକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ