ଗଂଜାମରେ ବୋମାମାଡ

ଗଂଜାମ : କିଛି ଦିନର ନିରବତା ପରେ ପୁଣୀ ଗଂଜାମ ଜିଲ୍ଲା ସାନବଜାର ଛକରେ ବୋମାମାଡ ହୋଇଥିବା ଜଣାପଡିଛି । ପୂର୍ବତନ ସାଂସଦଙ୍କ ପ୍ରତିନିଧି ଓ ଗାଡି ଚାଳକଙ୍କୁ ବୋମା ମାଡ ହୋଇଛି । ଦୁଇ ଦୁର୍ବୁତ୍ତ ବାଇକରେ ଆସି ବୋମାମାଡ କରିଥିଲେ ।ଗୁରୁତର ଆହାତଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତିକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ