ଝାଡ଼ୁ ଧରି ଗାଁ ସଫେଇ କଲେ ପୋଡାପଦର ସରପଞ୍ଚ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ): ଗଞ୍ଜାମ ଜିଲ୍ଲାପାଳଙ୍କ ସ୍ୱଚ୍ଛ ଗଂଜାମ ସବୁଜ ଗଂଜାମ ଡାକରାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ନିମନ୍ତେ ଆଜି ପୋଡ଼ାପଦର ଗ୍ରାମ ପଞ୍ଚାୟତର ହୁମର ଗ୍ରାମବାସୀଙ୍କ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ ପୀତାମ୍ବର ପଣ୍ଡା, ଗଜେନ୍ଦ୍ର ପଲେଇ, ଅଙ୍ଗନବାଡ଼ି କର୍ମୀ ଶାକାମ୍ବରୀ ବାରିକ, କାମେଶ୍ୱରୀ ସେନାପତି, କୁମୁଦିନୀ ପାତ୍ର, ମମତା ଦାଶ, ମିନି ସ୍ୱାଇଁ, ଏଏନଏମ ସୂର୍ଯ୍ୟ କୁମାରୀ, ଶର୍ମିଷ୍ଠା ସୁର, ଲକ୍ଷ୍ମୀ ବେହେରାଙ୍କ ସମେତ ବହୁ ମହିଳାମାନେ ଯୋଗ ଦେଇ ହାତରେ ଝାଡ଼ୁ ଧରି ସ୍କୁଲଠାରୁ ଗ୍ରାମ ରାସ୍ତା ସଫେଇ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ