ଉତ୍ତମ ଶିକ୍ଷା ଓ ସ୍ୱାସ୍ଥ୍ୟ ଅଭିଯାନ ପାଇଁ ପ୍ରକଳ୍ପ ଆରମ୍ଭ
ବ୍ରହ୍ମପୁର;ସ୍ଥାନୀୟ ଣଡଉଇ ବ୍ରହ୍ମହପୁର ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଆଜି ଜବସକ୍ଷଙ୍ଗବଚ୍ଚ ଝଗ୍ଧବଗ୍ଧସକ୍ଟଦ୍ଭ ବାହାରେ ଭିକ୍ଷା ବୃତ୍ତି ପୁଣି ସ୍କୁଲ ନ ଯାଇ ବାହାରେ ବୁଲୁଥିବା ଛୋଟ ପିଲାମାନଙ୍କ ମଧ୍ୟ ରେ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ଓ ପରିଷ୍କାର ପରିଛନତା ଉପରେ ସଚେତନତା କାର୍ୟ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା କ୍ଷ ଏହି କାର୍ୟ୍ୟକ୍ରମ ରେ ଷ୍ଟେସନ ବାହାରେ ବୁଲୁଥିବା ବହୁତ ପିଲାମାନେ ଓ ଭିନ୍ନକ୍ଷମ ବ୍ୟକ୍ତି ତଥା ଅଶହାୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ କ୍ଷ ସଙ୍ଗଠନ ତରଫରୁ ଗ୍ଦବଦ୍ଭସଗ୍ଧବକ୍ସଚ୍ଚ ଳସଗ୍ଧ (ପରିଷ୍କାର ନିମନ୍ତେ ବ୍ୟବହାର ସାମଗ୍ରୀ ସଭିଙ୍କୁ ବିତରଣ କରାଯାଇଥିଲା ଏବଂ ସ୍କୁଲ ରେ ପାଠ ପଢିବା ଓ ସଫା ସୁତୁରା ରହିବା ନିମନ୍ତେ ସଗଁଠନ ର ଅଧ୍ୟାକ୍ଷକ୍ଷ ଲେନା ଚାନ୍ଦ ସଚେତନ କରକ୍ଷଇଥିଲେ କ୍ଷ ଏହି ଅଭିଯାନ ବର୍ଷ ତମାମ ଚାଲିବ ଏବଂ ସାହି ବସ୍ତି ପଥପାର୍ସରେ ରହୁଥିବା ପିଲାମାନେ ଓ ଅଭିଭାବକ ମାନଙ୍କୁ ସଚେତନ କରକ୍ଷଇବା ଏହି କାର୍ୟ୍ୟକ୍ରମ ର ଲକ୍ଷ୍ୟ ବୋଲି ସେ ଜଣାଇଛନ୍ତି କ୍ଷ ଏହି ଅବସର ରେ ଅନୁଷ୍ଠାନ ର ଯୁବାନେତ୍ରୀ ଅର୍ଚନା ନାୟକ ଓ ଭାଗ୍ୟଶ୍ରୀ ମହାରଣା କାର୍ୟ୍ୟକ୍ରମ ର ସଞ୍ଜଜନକ୍ଷ ରେ ସହଯୋଗ କରି ପିଲାମାନ ଙ୍କୁ ଉତ୍ସାହିତ କରିଥିଲେ