ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ରେ ୫ ଟି ସଂକ୍ରାନ୍ତରେ ଆଲୋଚନା

ଭଞ୍ଜନଗର, (ଯୁଗାବ୍ଦ ନ୍ୟୁଜ୍): ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ କାର‌୍ୟଳୟର ସମସ୍ତ କର୍ମଚାରୀକୁ ନେଇ ଶାସନ ର ୫ଞ ଫର୍ମୁଲା ଉପରେ ସମସ୍ତ କର୍ମଚାରୀଙ୍କୁ ବିସ୍ତୃତ ଭାବେ ଅବଗତ କରିଥିଲେ ଜ୍ଝ ସେବା ପ୍ରଦାନ ଏବଂ କର୍ତ୍ତବ୍ୟ ସମ୍ପାଦନାରେ ୫ଞ ଅନୁକରଣ କରିବାକୁ କହିଛନ୍ତି ଜ୍ଝ ଗତିଶୀଳ ପ୍ରଶାସନ ପାଇଁ ୫ଞ ଅପରିହାଯ୍ୟ ବୋଲି ଉପଜିଲ୍ଲାପାଳ କହିଛନ୍ତି ଜ୍ଝ ୫ଞ ଯଥା ଟିମୱାକ, ଟେକ୍ନୋଲୋଜି, ଟ୍ରାନ୍ସପରେନସି, ଟ୍ରାନ୍ସଫର ମେସନ ଏବଂ ଟାଇମ , ଏହି ୫ ଞ କୁ ପାଥେଇ କରି କାର‌୍ୟରେ ଵିନିଯୋଗ କରି ଯୁଗାନ୍ତ କାରି ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଥିଲେ ଜ୍ଝ ବ୍ୟବସ୍ଥାରେ ଅନୁଶାସନ, ସମୟାନୁବର୍ତ୍ତିତା ଓ ସ୍ଵଛତା ରହିବକ୍ଷ ଅପରିହାର‌୍ୟ୍ୟ ଜ୍ଝ ୫ଞ ମନ୍ତ୍ର କିପରି ସଫଳ ରୂପାୟନ କରାଯିବ ସେଥିପାଇଁ କର୍ମଚାରୀଙ୍କୁ ଉପଜିଲ୍ଲାପାଳ ଉଚ୍ଛାହିତ କରିଥିଲେ ଜ୍ଝ ବୈଠରେ ଅନ୍ୟ ମାନକ ମଧ୍ୟରେ ସହକାରୀ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଉପଖଣ୍ଡ ପଂଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି, ଉପଖଣ୍ଡ ସୁଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ବିଭାଗୀୟ ଅଧିକାରୀ ଉମା ଚରଣ ଦାସ, ବରିଷ୍ଠ ରାଜସ୍ବ ସହାୟକ ସତ୍ୟନାରାୟଣ ବିଷୋୟୀ, ସୁରଭି ପ୍ରଧାନ , କନିଷ୍ଠ ରାଜସ୍ବ ସହାୟକ ସନ୍ତୋଷ ମହାରଣା, ବିଶ୍ୱଜିତ ସେଠି, କୁମୁଦିନୀ ସାହୁ, ମନୋଜ ବିଶୋଇ, ନିରଞ୍ଜନ ପ୍ରଧାନ, ଅନ୍ତ୍ରୟାମୀ ପଣ୍ଡା, ଫକୀର ସ୍ୱାଇଁ, ବନବିହାରୀ ସ୍ୱାଇଁ, ଭାରତୀ ବିଶୋଇ ସମତେ ଅନ୍ୟ ସମସ୍ତେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ