ଜଳବନ୍ଦୀ ଅଞ୍ଚଳରେ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତର ମୁଗଗଢିଆ, କସଗଢିଆ, ଗୋହିରାପଦୀ ଆଦି ୩ଟି ଗ୍ରାମ ଲଘୁଚାପ ବର୍ଷାରେ ଜଳବନ୍ଦୀ ଅବସ୍ଥାରେ ରହିଛି । ଫଳରେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ଥିବା ବେଳେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପରିପେକ୍ଷୀରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଦାସ ସଂପୃକ୍ତ ଗ୍ରାମକୁ ଯାଇ ବିପନ୍ନ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ତାଙ୍କ ସହିତ ପୂର୍ବତନ ସରପଞ୍ଚ ଜୟନ୍ତ କୁମାର ସାମଲ, ପଞ୍ଚାୟତ ସଭାପତି ମନୋରଞ୍ଜନ ମହାପାତ୍ର, ଜୋନ୍ ସଭାପତି ନିରଞ୍ଜନ ମଲ୍ଲିକ, ଯୁବନେତା ରାଜ କିଶୋର ପଣ୍ଡା, ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ ଦାସ, ଜଗତଜୀବନ ସାହୁ, ରତିକାନ୍ତ ଜେନା, ଦୀଲ୍ଲିପ ପ୍ରଧାନ, ରାଜେଶ ଜେନା, ନିରାକର ପ୍ରଧାନ, ହୃଷିକେଶ ଜେନା, ଶରତ ଓଝା, ଚକ୍ରଧର ସାହୁ, ଦୁଃଶାସନ ଜେନା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ