ଗଣିଜାଙ୍ଗରେ ଆଣ୍ଟିଜେନ୍ ପରୀକ୍ଷଣ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ନେହେରୁ ସରକାରୀ ହାଇସ୍କୁଲ ପରିସରରେ ଆଣ୍ଟିଜେନ୍ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ସମସ୍ତଙ୍କର ନେଗେଟିଭ୍ ବାହାରିଥିବା ସୂଚନା ମିଳିଛି । ପରୀକ୍ଷଣ କାର୍ଯ୍ୟରେ ଜି.ପି.ନୋଡାଲ ଅଫିସର ଅଭୟ କୁମାର ପ୍ରଧାନ, ସୁପରଭାଇଜର ସୁଶାନ୍ତ କୁମାର ରାଉତରାୟ, ସ୍ୱାସ୍ଥ୍ୟ କର୍ମୀ ଅନିମେଶ ଶୁକ୍ଳ, ପ୍ରିୟବ୍ରତ ଦେହୁରୀ ନିୟୋଜିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ