କର୍ମଚାରୀଙ୍କୁ ଶୌଚାଳୟ ଯିବା ମନା

ଆମେରିକାରେ ଅନେକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଶୌଚାଳୟ ଯିବାକୁ ବାରଣ କରାଯାଇଥାଏ । ବାରମ୍ବାର ଶୌଚାଳୟ ଯିବା ଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ କମ୍ପାନୀରେ ଏଭଳି ନିୟମ ପ୍ରଣୟନ କରାଯାଇଛି । କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ହଗିସ୍ ଏବଂ ନ୍ୟାପକିନ୍ ପିନ୍ଧିବା ପାଇଁ କୁହାଯାଉଛି । ସ୍ଥାନୀୟ ଏକ ଚିକେନ୍ ପ୍ରୋସେସିଂ କମ୍ପାନୀରେ କର୍ମଚାରୀଙ୍କ କାର୍ଯ୍ୟ କ୍ଷମତା ବଢ଼ାଇବା ଲାଗି ସେମାନଙ୍କୁ ଶୌଚାଳୟ ଯିବାକୁ ମନା କରାଯାଇଥାଏ । ଏହି ଅଫିସରେ କମ୍ପାନୀ ପକ୍ଷରୁ କୌଣସି ଶୌଚାଳୟ ନିର୍ମାଣ ମଧ୍ୟ କରାଯାଇ ନାହିଁ । କର୍ମଚାରୀ ହଗିସ୍ ପିନ୍ଧି କାର୍ଯ୍ୟ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ