କନ୍ଧମାଳ କଳାହାଣ୍ଡି ବାଲିଘର ନିକଟରେ ରାସ୍ତା କାଟି ପ୍ରତିବାଦ

କଳାହାଣ୍ଡି, (ଓ୍ବାଇଏନ୍ଏସ୍):ବୁଧବାର ମାଓବାଦୀ ପୋଲିସ ମୁହାଁମୁହିଁ ପରେ ୫ ମାଓବାଦୀ ଙ୍କ ମୃତ୍ୟୁ ପରେ ମାଓବାଦୀ ମାନେ କନ୍ଧମାଳ-କଳାହାଣ୍ଡି ବାଲିଘର ନିକଟରେ ରାସ୍ତା କାଟି ପ୍ରତିବାଦ କରିଛନ୍ତି । ଘଟଣା ସ୍ଥଳରେ CRPF ପହଁଛି ସର୍ଚ୍ଚ ଅପରେସନ ଜରିରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ