ଓଡିଶା ପ୍ରଶାସନିକ ସ୍ତରରେ ଅଦଳବଦଳ

ରାଜ୍ୟସରକାର ଓଡିଶା ପ୍ରଶାସନିକ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । ଏହି କ୍ରମରେ ୧୭ ଜଣ ଓଏସ୍ ୩୮ଜଣ ଓଆରଏସ୍ ଅଧିକାରିଙ୍କ ବିଭାଗ ଅଦଳବଦଳ କରିଛନ୍ତି ରାଜ୍ୟସରକାର କିଏ କେଉଁ ବିଭାଗକୁ ଗଲେ ଆସନ୍ତୁ ଜାଣିବା
ବିଶ୍ୱଜିତ ବିଶ୍ୱାଳ- ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ
ବିଶ୍ୱନାଥ ସାହୁ- ଭିମ୍ସାର୍ ପ୍ରଶାସନିକ ଅଧିକାରୀ
ଅଜୟ କୁମାର ଜେନା- ଶ୍ରୀମନ୍ଦିର ପ୍ରଶାସକ(ଉନ୍ନୟନ)
ଜିତେନ୍ଦ୍ର କୁମାର ସାହୁ- ଶ୍ରୀମନ୍ଦିର ପ୍ରଶାସକ(ନୀତି)
ଶୁଭ୍ରାଂଶୁ ଶେଖର ପାଢ଼ୀ – ଶ୍ରୀମନ୍ଦିର ପ୍ରଶାସନର ଓଏସ୍ଡି
ପ୍ରଦୀପ କୁମାର ସାହାଣୀ – ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ
ବିନୟ କୁମାର ଦାସ – ରାଜସ୍ୱ ବିଭାଗର ଯୁଗ୍ମ ସଚିବ
ବିଶ୍ୱଜିତ କେଶରୀ ଦାସ– ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ
ପ୍ରତାପ କୁମାର ମିଶ୍ର- ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ
ଯୁଗଳେଶ୍ୱରୀ ଦାସ- ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ
ବିଧାନ ଚନ୍ଦ୍ର ରାୟ- ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ
ଶୁଭାଶିଷ ମାନସିଂହ – ସର୍ଭେ ଆଣ୍ଡ୍ ମ୍ୟାପ୍ ପବ୍ଲିକସେନ୍ର ଯୁଗ୍ମ ନିର୍ଦ୍ଦେଶକ
ପ୍ରକାଶ ଚନ୍ଦ୍ର ବେହେରା- ବୀରମହାରାଜପୁର ଉପ ଜିଲ୍ଲାପାଳ
ସନ୍ତୋଷ କୁମାର ଦାସ- ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ
ସୁଧାକର ଶବର – ଓଡ଼ିଶା ଯୋଗାଣ ନିଗମ ମହାପ୍ରବନ୍ଧକ
କୁଶଲ ଚନ୍ଦ୍ର ନାୟକ- କେନ୍ଦୁଝର କାନପୁର ଜଳେସଚନ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ
ସୁଶାନ୍ତ କୁମାର ସିଂହ- ଭବାନୀପାଟଣା ଉପଜିଲ୍ଲାପାଳ
କ୍ଷୀରାବ୍ଦୀ ବେହେରା – ଅନୁସୂଚିତ ଜାତି ଓ ଜନଜାତି ବିଭାଗ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ