ପଟିଆ ବନ୍ଦର ସ୍ୱନକ୍ଷତ୍ର ଦିବସ
ଯେଉଁମାନେ ବନ୍ଦ ବାଦ୍ଧିବାରେ ସମୟ , ପରିଶ୍ରମ , ମୁଠିଚାଉଳ ,ଜେଲବରଣ , ଜେଲରେ ମୃତ୍ରୁ୍ର୍ୟ ବରଣ କରିବା ଥିଲା ତ୍ୟାଗର ପ୍ରତିକ । ତାହା ଅଭୁଲା ସୃିତି ହୋଇ ମାନସପଟରେ ପୁଞିଭୁତ ହେଉଛି ।୧୯୪୬ ମସିହା ଫଗୁ ଦଶମୀ ଅତିକ୍ରାନ୍ତ କରିଛି ୭୨ ବର୍ଷ ।୭୨ ବର୍ଷ ଧରି ଫଗୁ ଦଶମୀକୁ ଯେଉଁମାନେ ପାଳନ କରୁଥିଲେ ସେମାନେ ଆମ ମଧ୍ୟରେ ଆଉ ନାହାନ୍ତିି । ଯେଉଁମାନେ ପାଳନ କରୁଛନ୍ତି ସମୟ କ୍ରମେ ସେମାନେ ମଧ୍ୟ ନଥିବେ, ଏହା ହେଉଛି ନିୟତିର ନିୟମ । ସେ ସମୟର ଆଥିକ ସାହାଯ୍ୟ ଓ ସହାନଭୁତିକୁ ପାଥେୟ କରି ,ମୁଣ୍ଡ ଝାଳ ତୁଣ୍ଡରେ ମାରି ମାଟି ବୋହି ସେହି ପଟିଆବଦ୍ଧ ଅତୀତକୁ ଏକତ୍ରିତ କରି ନିର୍ମାଣ କରିବୁ ପଟିଆ ବନ୍ଦ ସୃତି ସ୍ତମ୍ବ ।
ଫଗୁ ଦଶମୀରେ ନୂଆବନ୍ତସ୍ଥିତ ଆଛଳିକ ଡାକ୍ତରଖାନା ନିକଟରେ ଥିବା ରାମକୃଷ୍ଠ ପତି ସୃତି ମଣ୍ଡପ ଠାରେ ୭୩ ତମ ପଟିଆବଦ୍ଧ ଜନ୍ମଦିନ ଉପଲକ୍ଷେ ସାଧାରଣ ସଭା ଅନୁଷ୍ଟିତ ହୋଇଯାଇିଛି । ଗୋପାଳ ଚନ୍ଦ୍ର ମାଝି ସଭାପତିତ୍ୱରେ ଏହିସଭାରେ ପଟିଆ ଜିଲ୍ଲା ର ବହୁ ବରିଷ୍ଠ ବ୍ୟକ୍ତି ଯୋଗଦାନ କରିଥିଲୋ


