ତିନି ସାମ୍ବାଦିକଙ୍କ ବିୟେ।ଗରେ ଅଖିଳ ଭାରତ କ୍ଷୁଦ୍ର-ମଧ୍ୟମ ସମ୍ବାଦପତ୍ର ମହାସଂଘର ଶେ।କ

ବ୍ରହ୍ମପୁର, (ଓ୍ବାଇଏନ୍ଏସ୍) : ବାଲେଶ୍ୱରରୁ ପ୍ରକାଶ ପାଉଥିବା ଦୈନିକ “ଅ।ଜିକାଲିର ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ନୟାଗଡ଼ରୁ ପ୍ରକାଶ ପାଉଥିବା ଗ୍ରହରାଜର ସମ୍ପାଦକ ହରିହର ମହାପାତ୍ର ଓ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ, ସମାଜସେବୀ ଭାଗବତ ପ୍ରସାଦ ନନ୍ଦଙ୍କ ଇତିମଧ୍ୟରେ ପରଲେ।କ ହେ।ଇଯାଇଛି । ଏ ସମ୍ପର୍କରେ ସ୍ଥାନୀୟ ନବୀନ ଭବନ ଠାରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଏକ ଶେ ।କସଭା ଅନୁଷ୍ଠିତ ହେ।ଇ ତିିନି ଦିବଂଗତ ସାମ୍ବାଦିକଙ୍କ ସ୍ମୃତିଚାରଣ କରାଯିବା ସହ ଶେ ।କ ସନ୍ତପ୍ତ ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା । ଏଥିରେ ଡ଼. ଡ଼ମ୍ବରୁଧର ସାହୁ, ସୁଶାନ୍ତ କୁମାର କର, ପବିତ୍ର କୁମାର ଚୌଧୁରୀ, ମାନସ ରଞ୍ଜନ ତ୍ରିପାଠୀ, ସତ୍ୟ ନାରାୟଣ ତ୍ରିପାଠୀ, କପିଳ ଚନ୍ଦ୍ର ମହାନ୍ତି, ମଞ୍ଜୁ ରଥ, ପଙ୍କଜ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ