ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଶୋକ ପଟ୍ଟନାୟକଙ୍କ ଦେହାନ୍ତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୋଲିସ ସର୍କଲର ବରିଷ୍ଠ ପୋଲିସ ପ୍ରଶାସକ ତଥା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଶୋକ ପଟ୍ଟନାୟକଙ୍କ ଭୁବନେଶ୍ୱରସ୍ତିତ କିମ୍ସ ହସ୍ପିଟାଲରେ କରୋନା ଆକ୍ରାନ୍ତରେ ମଙ୍ଗଳବାର ସଂଧ୍ୟାରେ ଦେହତ୍ୟାଗ ହୋଇଯାଇଛି । ସେ ଜଣେ ଖାଲି ବରିଷ୍ଠ ଦକ୍ଷ ପୋଲିସ ପ୍ରଶାସକ ନ ଥିଲେ ତାହା ନୁହଁ ସେ ଜଣେ ଭଦ୍ର,ମେଳାପି,ଅମାୟିକ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ମୟୁରଭଞ୍ଜ ଜିଲ୍ଲାର ଜଣେ ବରିଷ୍ଠ କରୋନା ଯୋଦ୍ଧା ହରାଇଲା‌ । ତାଙ୍କ ମୃତ୍ୟୁରେ ପୋଲିସ ବିଭାଗ ସମେତ ସାଧାରଣରେ ଶୋକରେ ଛାୟା ଖେଳିଯାଇଛି । ଭଗବାନ ତାଙ୍କର ଅମର ଆତ୍ମାର ସଦଗତି ଦିଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ