ହିଂଜିଳି ଥ।ନ।ରେ ‘ମୋ ସରକ।ରଦ କ।ର୍ଯ୍ୟକ୍ରମ
ହିଂଜିଳିକ।ଟୁ, (ଶେଷଦେବ ସ।ହୁ): ସୋମବ।ର ସନ୍ଧ୍ୟ।ରେ ହିଂଜିଳି ଥ।ନ। ଅଭ୍ୟର୍ଥନ। କକ୍ଷ ପରିସରରେ ଥ।ନ। ଭ।ରପ୍ର।ପ୍ତ ଅଧିକ।ରୀ ଅଭିମନ୍ୟୁ ଦ।ସଙ୍କ ଅଧ୍ୟକ୍ଷତ।ରେ ‘ମୋ ସରକ।ରଦ କ।ର୍ଯ୍ୟକ୍ରମ କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯ।ଇଛି । ଆୟୋଜିତ ବୈଠକରେ ମୋ ସରକ।ର କ।ର୍ଯ୍ୟକ୍ରମ ଅଧିନସ୍ଥ ବିଭିନ୍ନ ଦିଗ ଉପରେ ଆଲୋଚନ। କର।ଯ।ଇଥିଲ। । ଥ।ନ।କୁ ଆସୁଥିବ। ସମସ୍ତ ଲୋକଙ୍କ ସହ ଭଦ୍ର ବ୍ୟବବହ।ର କରିବ।, ସେମ।ନଙ୍କ ସମସ୍ୟ। ତୁରନ୍ତ ସମ।ଧ।ନ କରିବ। ସହ ଆବଶ୍ୟକ ସ।ହର୍ଯ୍ୟ, ସହଯୋଗ କରିବ।, ଥ।ନ।କୁ ଆସୁଥିବ। ସମସ୍ତ ଲୋକଙ୍କ ମୋବ।ଇଲ ନଂ କୁ ପଂଜିକୃତ କରିବ। ସହ ଜନସ।ଧ।ରଣଙ୍କୁ ହ।ତ ପ।ହ।ନ୍ତ।ରେ କିଭଳି ସୁବିଧ। ସୁଯୋଗ ପ୍ରଦ।ନ କର।ଯ।ଇପ।ରିବ ସେ ନେଇ ଆଲୋଚନ। କର।ଯ।ଇଥିଲ। । ଥ।ନ। ଏସ. ଆଇ. ମମତ। ସମ।ନ୍ତ, ପ୍ରଦିପ୍ତ କୁମ।ର ଦ।ଶ, ଏଏସଆଇ ବିଦେଶୀ ସେଠି, ର।ଜନ ବିଷୋୟୀ, ର।ଘବ ସୁନ୍ଦର ଗୌଡ଼, ଶରତ ଚନ୍ଦ୍ର ମହ।ପ।ତ୍ର, ହ।ବିଲଦ।ର ର।ଜିବ କୁମ।ର ପ।ଢି, ସୁବ।ଷ ଚନ୍ଦ୍ର ଅଧିକ।ରୀ, କନେଷ୍ଟବଳ ବସନ୍ତ ଉପ।ଧ୍ୟ।ୟ, ମନୋଜ ଗୌଡ଼, ପ୍ରଶ।ନ୍ତ କୁମ।ର ପ।ତ୍ର, ମଙ୍ଗୁଳୁ ସେଠି ସମେତ ଥ।ନ।ର ସମସ୍ତ କର୍ମଚ।ରୀ ଆଲୋଚନ।ରେ ଅଂଶ ଗ୍ରହଣ କରିଥିଲେ ।


