ବଧୂନିର୍ଯାତନା ଅଭିଯୋଗ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ତେସିଗାଁ ପଂଚାୟତ କୁଲଣା ଗ୍ରାମରେ ଵଧୂନିର୍ଯାତନା ଅଭିଯୋଗ ହୋଇଛି । ମିଳିଥିବା ଅଭିଯୋଗ ଅନୁଯାୟୀ ଯାଜପୁର ଲଳିତେଶ୍ୱର ଗ୍ରାମର ଜ୍ୟୋତିଃସ୍ମିତା ପୃଷ୍ଟି ଗତ ମାର୍ଚ୍ଚ ମାସରେ କୁଲଣା ଗ୍ରାମର ଦିଲ୍ଲୀପ କୁମାର ସାହୁ ଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରଠାରୁ ଦିଲ୍ଲୀପ ଓ ପରିବାର ଲୋକେ ଜ୍ୟୋତିଃସ୍ମିତା ଙ୍କୁ ନିର୍ଯାତନା ଦେଇ ଆସୁଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତିକରି ଦିଲ୍ଲୀପଙ୍କ ସମେତ ୪ଜଣଙ୍କ ନାମରେ ୧୯୩/୨୦ରେ ମାମଲା ରୁଜୁ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ