ଛତ୍ରପୁରରେ ବିଶ୍ୱକର୍ମା ପୂଜା ପାଳିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ବିଶ୍ୱକର୍ମା ପୂଜା ବିଭିନ୍ନ ସ୍ଥାନରେ ମହାଡମ୍ବର ସହ ପାଳିତ ହୋଇଯାଇଛି । ଶିଳ୍ପ ସଂସ୍ଥା ଠାରୁ ଆରମ୍ଭ କରି ବିଦ୍ୟୁତ୍ କର୍ମଚାରୀ ମାନେ ସମସ୍ତେ ଆନନ୍ଦ ଉଲ୍ଲାସ ସହ ପାଳନ କରିଛନ୍ତି । ବିଶ୍ୱନିର୍ମାତା ବିଶ୍ୱ କର୍ମାଙ୍କର ଆଳତୀ ଆଶ୍ରୀବାଦ ନେବା ନିମନ୍ତେ ଛତ୍ରପୁର ସାଉଥକୋ କାର୍ଯ୍ୟାଳୟ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ,ଗଂଜାମ ଏସପି ବ୍ରିଜେଶ କୁମାର ରାଏ , ନିର୍ବାହି ଯନ୍ତ୍ରୀ ରୋହିତ ସେଠୀଙ୍କ ସମେତ ସାଉଥକୋ କାର୍ଯ୍ୟାଳୟର ସମସ୍ତ କର୍ମକତ୍ତା ଓ ଜନସାଧାରଣ ବିଶ୍ୱକର୍ମାଙ୍କ ଆଳତୀ ଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ