ବଦଳିବ ବିଦ୍ୟାଳୟ ସମୟ

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ବଦଳିଲା ବିଦ୍ୟାଳୟ ସମୟ । ବୁଧବାର ଗଣ ଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି ଅନୁସାରେ, ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ସମୟର ପରିବର୍ତ୍ତନ ହୋଇଛି । ନୂଆ ନିୟମନୁସାରେ୍, ଏଣିକି ୯.୩୦ରୁ ୪ ପର୍ଯ୍ୟନ୍ତ ବିଦ୍ୟାଳୟରେ ଉପସ୍ଥିତ ରହିବେ ଶିକ୍ଷକ ଓ ଶିକ୍ଷୟତ୍ରୀ । ପୁର୍ବରୁ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ୧୦ଟାରୁ ୪ଟା ପର୍ଯ୍ୟନ୍ତ ସ୍କୁଲରେ କାର୍ଯ୍ୟ କରୁଥିଲେ । ତାସହ ଅନ୍ୟ ଏକ ନିଷ୍ପତ୍ତିନୁସାରେ ଛତ୍ରଛାତ୍ରୀମାନଙ୍କ ସ୍ୱସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କୁ ଫିଲ୍ଟର ପାଣି ଦିଆଯିବ ବୋଲି ସୂଚନା ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ