ତିର୍ତ୍ତୋଲ ରେ କଂଗ୍ରେସ ର ରୋଡ ସୋ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ ):କଂଗ୍ରେସ ୧ ନମ୍ବର ପାର୍ଥୀକୁ ଆଗକୁ ଆଣିଛି ସମସ୍ତଙ୍କୁ ଏକ କରି ଆଗକୁ ଚାଲୁଛି | ହିମାଂଶୁ ଆମର ସବୁ ଲୋକଙ୍କ ସୁଖ ଦୁଃଖର ସାଥି ଆଉ ଆଗକୁ ବି ସମସ୍ତଙ୍କ ସହ ରହିବ ତିର୍ତ୍ତୋଲ ବାସୀଙ୍କ ହୃଦୟରେ ଅଛି | କଂଗ୍ରେସ ର ଜଟଣୀ ବିଧାୟକ ସୁର ରାଉତରାୟ ହିମାଂଶୁ ଭୂଷଣ ମଲ୍ଲିକ ଙ୍କ ପାଇଁ ପ୍ରଚାର କରିଥିବାବେଳେ ଅରିନ୍ଦମ ସର୍ଖେଲ (ବାପି) ହିମାଂଶୁ ରଞ୍ଜନ ଙ୍କ ପାଇଁ ତିର୍ତ୍ତୋଲ ବ୍ଲକ ଅଧୀନରେ ଥିବା ଅନେକ ପଞ୍ଚାୟତ ରେ ବାଇକ ରାଲି କରିବା ସହ ଏକ ମେଗା ରୋଡ ସୋ କରିଥିଲେ କଂଗ୍ରେସ ଆସିଲେ ଆଗାମୀ ଦିନରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଅନେକ ଉନ୍ନତି କରିବା ସହ ଶାରଳା ସୂତାକଳ କୁ କେମିତି ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ ତାହା କଂଗ୍ରେସ ଆସିଲେ କରିବ ଆଉ ୨୦ବର୍ଷ ଶାସନ କାଳରେ ବିଜେଡି କେବେଳ ତିର୍ତ୍ତୋଲ ବାସୀଙ୍କୁ ହତାଦାର କରିଛି | ଏହି ମୁଦ୍ଦା ନେଇ କଂଗ୍ରେସ ଆଜି ତିର୍ତ୍ତୋଲ, ତେନ୍ତୁଳିପଦା, ତରଜଙ୍ଗା,ପ୍ରଭୁତି ବିଭିନ୍ନ ପଞ୍ଚାୟତ ରେ ରାଲି କରିବାସହ ଭୋଟରଙ୍କୁ ଭେଟିଥିଲେ |


