ସମ୍ବର୍ଦ୍ଧିତ ହେଲେ ହାବିଲଦାର
( ଯୁଗାବ୍ଦ ନ୍ୟୁଜ) ସ୍ଥାନୀୟ ସଂସ୍କାରବାଦୀ ପକ୍ଷରୁ ବିଜିପୁର ସୁନାରୀବନ୍ଧ ସାହି ରାସ୍ତା କଡରେ ବୃକ୍ଷରୋପଣ ସଭପତି ତ୍ରୀନାଥ ମହାରଣା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରରେ ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ମିଶ୍ର ,ସିଟିଡିଏସପି ବିଷ୍ଣୁ ପ୍ରସାଦ ପତି, ଟାଉନ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ବିଜିପୁର ପୋଲି, ଫାଣ୍ଡି ସଦାସର୍ବଦା ପରିସର ସ୍ୱଚ୍ଚ ତଥା ବୃକ୍ଷରୋପଣ କୁ ଗୁରୁତ୍ୱ ଦେଇ ଆସୁଥିବାରୁ ଫାଣ୍ଡି ହାବିଲଦାର ପ୍ରସନ୍ନ କୁମାର ଶତପଥି ଙ୍କୁ ସଂସ୍କାରବାଦୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।


