ଅନୁଗୁଳରେ ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ଅନୁଗୋଳ ଜୁଗାବ୍ଦ ନ୍ୟୁଜ୍‍): ମଙ୍ଗଳବାର ସ୍ଥାନୀୟ ୱାର୍ଡ ନଂ ୧୫, ରାଧାରମଣ ପଡ଼ାଠାରେ ଘରେ ଘରେ ଶ୍‍ଙ୍ଖ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଅନୁଗୋଳର ଜିଲ୍ଲା ପରିଷଦ ତଥା ଜିଲ୍ଲା ମହିଳା ସଭାପତି ଗିରିଜା ନନ୍ଦିନୀ ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ ୍‍ପ୍ରସାଦ ଦ୍ୱିବେଦୀ, ଅନୁଗୋଳ ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ଅଜିତ୍‍ ପ୍ରସାଦ ଦ୍ୱିବେଦୀ ପ୍ରମୁଖ ଶୁଭ ଉଦ୍‍ଘାଟନ କରିଛନ୍ତି । ଏଥିରେ ସଂମ୍ପୃକ୍ତ ୱାର୍ଡର ଶତାଧିକ ମହିଳା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ