ଶଙ୍ଖ କାର୍ୟ୍ୟକ୍ରମ ଶୁଭାରମ୍ଭ
ଅନୁଗୋଳ : ସ୍ଥାନୀୟ ୱାର୍ଡନଂ-୧୫(ରାଧାରମଣ ପଡା) ଠାରେ ଘରେଘରେ ଶଙ୍ଖ କାର୍ୟ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି କ୍ଷ ଏହି କାର୍ୟ୍ୟକ୍ରମକୁ ଅନୁଗୋଳର ସମ୍ମାନୀୟ ଜିଲ୍ଲାପରିଷଦ ତଥା ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ଗିରିଜା ନନ୍ଦିନୀ ସାହୁୁ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁଜିତ୍ ପ୍ରସାଦ ଦ୍ବିବେଦୀ, ଅନୁଗୋଳ ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ଶ୍ରୀ ଅଜିତ୍ ପ୍ରସାଦ ଦ୍ବିବେଦୀ ଶୁଭଉଦ୍ଘାଟନ କରିଛନ୍ତି ଓ କର୍ୟ୍ୟକ୍ରମରେ ୱାର୍ଡର ଶତାଧିକ ମହିଳା ଉପସ୍ଥିତ ରହିଥିଲେ କ୍ଷ


