ଲ୍ୟାପ୍ରି ମାଛ

ଲ୍ୟାପ୍ରି ନାମକ ଏକ ମାଛ ଆଟ୍ଲାଣ୍ଟିକ୍ ମହାସାଗରରେ ଦେଖିବାକୁ ମିଳେ । ଯାହାକୁ ଦେଖିଲେ ଯେକେହି ବି ଡରିଯିବ । ଏପରି କୁହାଯାଇଛି ଯେ, ଗୋଜିଆ ଦାନ୍ତ ଓ ଲମ୍ବା ଜିଭ ଥିବା ଏହି ମାଛ ଥରେ କାହାକୁ ଧରିଲେ ବଞ୍ଚିବା ଅସମ୍ଭବ ହୋଇଯାଏ । ଶିକାର କରୁଥିବା ଜୀବଜନ୍ତୁକୁ ଖାଏନାହିଁ ବରଂ ତା’ ଉପରେ ଦାନ୍ତ ମାଡ଼ିଦିଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ