ଗୋପାଳପୁରରେ ବିିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ଗୋପାଳପୁର, (ଯୁଗାବ୍ଦ ନ୍ୟୁଜ) : ବିିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡିଶା ପର୍ଯ୍ୟଟନ ବିଭାଗ, ଗଞ୍ଜାମ ଜିଲ୍ଲା ପ୍ରଶାସନ, ଗୋପାଳପୁର ଏନ.ସିର ମିଳିତ ଆନୁକୁଲ୍ୟରେ ଗୋପାଳପୁର ବେଳାଭୂମୀରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସର ଶୀର୍ଷକ , “ପର୍ଯ୍ୟଟନ ଓ କର୍ମ ନିୟୋଜନ ସହ ଉତ୍ତମ ଭବିଷ୍ୟତ ”କୁ ନେଇ ଆୟୋଜିତ ଏହି କର୍ମଶାଳା ଶ୍ରୀ ଅମୀୟ କୁମାର କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉମା ପ୍ରସାଦ ଶଙ୍କର ପାଣିଗ୍ରାହୀ, ସମ୍ମାନୀତ ଅତିଥୀଭାବେ ଉମାକାନ୍ତ ସେଠୀ, ଏନ.ଏ.ସି ନିର୍ବାହୀ ଅଧିକାରୀ, ଶ୍ରୀ ନାରାୟଣ ମହାଙ୍କୁଡ, ଗୋପାଳପୁର କଲେଜ ଅଧ୍ୟକ୍ଷ ରାମଚନ୍ଦ୍ର ଜେନା, ପାନ୍ଥନିବାସ ପରିଚାଳକ ସନ୍ତୋଷ କୁମାର ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ