ଭଂଜନଗର ବିଧାନସଭା ପାଇଁ ସ୍ବାଧିନ ଭାବେ ପ୍ରାର୍ଥୀ ଦାଖଲେ କଲେ ବିରେନ୍ଦ୍ର କୁମାର ଗୌଡ
ଗଞ୍ଜାମ ଜିଲ୍ଲା ଭଂଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ର ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଭାବେ ବିରେନ୍ଦ୍ର କୁମାର ଗୌଡ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।
ସେ ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ ବାରୁଡ଼ା ପଞ୍ଚାୟତ ର ଗୁଜୁରାଳି ଗ୍ରାମ ର ବାସିନ୍ଦା ଅଟନ୍ତି ।
ଆଜି ଦିନ ୨ ଟା ରେ ଭଞ୍ଜନଗର ଉପଜିଲ୍ଲପାଳଙ୍କ କାର୍ୟ୍ୟାଳୟ ରେ ନିଜ ସମର୍ଥକ ଙ୍କ ସହିତ ଆସି ନାମାଙ୍କନ ଦାଖଲ କରିଥିଲେ। ସେ ୨୦୧୪ କନ୍ଧମାଳ ଲୋକସଭା ଉପନିର୍ବାଚନ ରେ ସ୍ଵାଧୀନ ସାଂସଦ ପ୍ରାର୍ଥୀ ରୂପେ ନାମାଙ୍କନ କରିଥିଲେ।