ମା ଇଲେଣା ସୁନ୍ଦରୀ ଠାକୁରାଣୀ ପିଠରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର,(ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତର ସିଙ୍ଗିରୀ ଗ୍ରାମର ଜୀବନ୍ତ ଠାକୁରାଣୀ ଭାବେ ପରିଚିତ ମା ଇଲେଣା ସୁନ୍ଦରୀଙ୍କ ପବିତ୍ର ପୀଠରେ ୧୦ମବାର୍ଷିକ ବାର୍ଷିକ ଉତ୍ସବ ଅଷ୍ଟମ ପ୍ରହର ମହାଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ମଙ୍ଗଳ କାମନା କରିବା ସହିତ କରୋନା ମହାମାରୀ କବଳରୁ ବିଶ୍ୱବାସୀ ରକ୍ଷାପାଇବା ପାଇଁ ଏବର୍ଷ ମମତା ମୟୀ ମାଙ୍କୁ ଗ୍ରାମ ବାସୀ ପ୍ରାର୍ଥନା କରିଥିଲେ। ପ୍ରକାଶ ଥାଉକି ଉକ୍ତ ବାର୍ଷିକ ଉତ୍ସବ ସିଙ୍ଗିରୀ, ଜେନାମଣି ଗାଁର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ