୫ ଜୁଆଡ଼ି ଗିରଫ, ୬୮୦୦ଟଙ୍କା ଜବତ

ହିଂଜିଳିକାଟୁ, ୨୯ା୯ (ଶେଷଦେ ସାହୁ): ହିଂଜିଳିକାଟୁ ପୌରାଂଚଳ ଲକ୍ଷ୍ମୀବଜାର ସ୍ଥିତ ଏକ ଦୋକନ ଗୃହ ଛାତ ଉପରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଶନିବାର ରାତିରେ ହିଂଜିଳି ପୋଲିସ ଚଢାଉ କରିଛି । ଚଢାଉରେ ୫ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୬ ହଜାର ୮ଶହ ଟଙ୍କା ଜତ କରାଯାଇଛି । ଏ ନେଇ ନଂ- ୨୬୦/୧୯ ରେ ଏକ ମାମଲା ରୁଜୁ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ