୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ଆଶଙ୍କା,ମାଲକାନଗିରି ସମେତ କିଛି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣି ଜାରି
ଭୂବନେଶ୍ୱର, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସାଙ୍ଗକୁ ବଜ୍ରାତ ହେବାର ସମ୍ବାବନା ରହିଛି । ବିଗତ ଦିନରେ ବଜ୍ରାତରେ ବହୁ ଗାଇ ଗୋରୁ ମନୁଷ୍ୟଙ୍କ ବଜ୍ରାତରେ ମୃତ୍ୟୁ ହୋଇଥିବା ବେଳେ ଆଜି ରାଜ୍ୟର ମାଲକାନଗିରି,କୋରାୁଟ,ନବରଙ୍ଗପୁର,ସୁନ୍ଦରଗଡ,କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବା ସହ ବଜ୍ରାତ ହେବା କାରଣରୁ ପାଣିାଗ ବିଭାଗ ତରଫରୁ ୟାଲୋ ୱାର୍ଣ୍ଣି ଜାରି କର।।ଇଛି ।ସେହିରି ୨ ଓ ୩ ତାରିଖରୁ ନୂଆପଡା , କଳାହାଣ୍ଡି, ବଲାଙ୍ଗିରି, କନ୍ଧମାଳ ,ନୟାଗଡ,ଖୋର୍ଦ୍ଧା ,ସୋନୁର,ଗଜପତି,ରାୟଗଡା ଆଦି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣି ଜାରି କର।।ଇଛି ।