ଲୋକ କଳା ମାଧ୍ୟମରେ କୋରନା ସଚେତନ ରଥ ପରିକ୍ରମା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):କୋରନା ଭୁତାଣୁ ର ଭୟବହତା କୁ ଦୃଷ୍ଟି ରେ ରଖି ଗଂଜାମ ଜିଲ୍ଲା ପ୍ରଶାସନ ର ନିଷ୍ପତି କ୍ରମେ ସାନଖେମୁଣ୍ଡି ବ୍ଲକ ର ବିଭିର୍ଣ୍ଣ ପଞ୍ଚୟତ ରେ କୋଭିଡ଼ ସଚେତନତା ରଥ ଲୋକ କଳା ସଖିନାଚ ମାଧ୍ୟମରେ ଜନସଚେତା ସୃଷ୍ଟି କରିବା ଦେଖିବାକୁ ମିଳିଛି।ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ବ୍ଲକ ପରିସର ରେ ସଚେତନତା ରଥ କୁ ସବୁଜ ସଙ୍କେତ ଦେଇ ପ୍ରଦୀପପ୍ରଯ୍ୟାଳନ ସାନଖେମୁଣ୍ଡି ବ୍ଲକ accounttant ଅଧିକାରୀ ସଂଚିତ ସୁମନ ଶୁଭାରମ୍ଭ କରିଥିଲେ।ସମାଜ ମଙ୍ଗଳ ଅଧିକାରୀ ଜୟନ୍ତ ସାମନ୍ତ ସିଂହାର ,GPEO ବଞ୍ଜୟନ୍ତୀ ମୁଣ୍ଡା ,CP ପ୍ରଦୀପ କୁମାର ମାରାଣ୍ଡି,PEO ରାମ ପ୍ରସାଦ ପୃଷ୍ଟି ,କନିଷ୍ଠ ଯନ୍ତ୍ରୀ ଦୀପକ କୁମାର ପଟ୍ଟନାୟକ,ଏବଂ ଲୋକ କଳା ପରିଷଦ ପକ୍ଷ ରୁ ମା ଦେବୀ ନୃତ୍ୟ କଲା ସାଂସଦ ପକ୍ଷ ରୁ ନୃତ୍ୟ ଗୁରୁ ତଥା ସାଂସଦ ର ଉପସଭାପତି ସନ୍ତୋଷ କୁମାର ପାଢୀ ବହୁ ଜନ ପ୍ରତିନିଧି ଉପସ୍ଥିତ ରହି ରଥ ପରିକ୍ରମା କୁ ପ୍ରଛାହିତ କରିଥିଲେ।ଏହି ସଚେତନତା ରଥ ରାଧାଦେଇପୁର,ଏ ରେଣ୍ଡା, ଖାଲିଙ୍ଗୀ, ପାଟପୁର ପଞ୍ଚୟତ ପରିକ୍ରମା କରି ସଖିନାଚ ମାଧ୍ୟମରେ ଜନସାଧାରଣ ମାନଙ୍କୁ କୋରନା ଭୁତାଣୁ ର ଭୟାଭତା କୁ ନେଇ ସତର୍କ ରହିବା ସହ ସାବୁନ ରେ 40 ସେକେଣ୍ଡ ହାତଧୁଆ,ମାସ୍କ ପରିଧାନ ସମଦୁରତା ଅବଲମ୍ବନ ଏବଂ ଶିଶୁ ବୟସ୍କ ଯତ୍ନ ନେବା ଉପରେ ଧ୍ୟାନ ଦେବା କୁ ସଚେତନ ତା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ