ବଜ୍ରପାତରେ ୨ ମୃତ ୨ ଗୁରୁତର

କେନ୍ଦୁଝର ଜିଲ୍ଳା ଆନନ୍ଦପୁର ପୈାରପରିଷଦ ପଦ୍ମପୁରରେ ଏକ  କ୍ଷେତରେ କାମ କରୁଥିବା ସମୟରେ   ହଠାତ୍‌ ଘଡଘଡି ସହ ବଜ୍ରପାତ ହୋଇଥିଲା ।   ଏଥିରେ କାମ କରୁଥିବା ବେଳେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ପରିଚୟ ଆନନ୍ଦପୁର ବ୍ଲକ ବାଉଁଶଗଡ ଗ୍ରାମର ଦୁଶାସନ ନାୟକ , ଓ ଭାଗବତ ନାୟକ ବୋଲି ଜଣାପଡିଛି । ସେହିପରି ପଦ୍ମପୁର ନିକଟରେ ବସିଥିବା ବେଳେ ବଜ୍ରପାତରେ ଗୁରୁତର ହୋଇଥିଲେ ।  ଗୁରୁତର ଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତିକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ