ସୁଲତାନ ପୁରରେ ବିମାନ ଦୂର୍ଘଟଣା : ୨ ପାଇଲଟ ମୃ୍‌ତ

ନୂଆଦିଲ୍ଲୀ ,(ଯୁଗାବ୍ଦ ନ୍ୟୁଜ୍‌) ; ତେଲେଙ୍ଗାନାର ବିକାରବାଦ ଜିଲ୍ଲାର ସୁଲ୍ଲତାନପୁରରେ ତାଲିମ ଦେଉଥିବା ବିମାନ ରବିବାର ଦୂର୍ଘଟଣା ଗ୍ରସ୍ତ ହୋଇଛି । ଦୂର୍ଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଛି । ଜଣେ ପାଇଲଟ୍‌ ପ୍ରକାଶ ବିଶ୍ୱାଳ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ପାଇଲଟ୍‌ ଙ୍କ ପତାମିଳିପାରିନାହିଁ । ତେବେ ମିଳିଥିବା ଖବର ଅନୁଯାୟୀ ଟ୍ରେନର ବିମାନଟି ସୁଲତାନପୁର ଗ୍ରାମର ଉପରେ ଉଡାଣ କରୁଥ୍‌ôବା ସମୟରେ ହଠାତ୍‌ ଦୂର୍ଘଟଣା ଗ୍ରସ୍ତ ହୋଇଥିଲା । ପ୍ରଚଣ୍ଡ ଶବ୍ଦ ହୋଇଥିବାରୁ ଗ୍ରାମବାସୀ ଦୈାଡି ଆସିଥିଲେ । ଏହା ପରେ ନିକଟସ୍ଥ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ଏହା ପରେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ