କନେଷ୍ଟବଳ ହାବିଲଦାର ସଙ୍ଘ ନିର୍ବାଚନ ନହେବାକୁ ନେଇ ଅସନ୍ତୋଷ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜିଲ୍ଲା ପୋଲିସ କନେଷ୍ଟବଳ ହାବିଲଦାର ସଙ୍ଘର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଗତ ନଭେମ୍ବରମାସରୁ ଶେଷ ହୋଇଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ସଙ୍ଘର କର୍ମକର୍ତ୍ତାଙ୍କ ନିର୍ବାଚନ ଅଦ୍ୟାବଧି ହୋଇନଥିବା ଅଭିଯୋଗ ହୋଇଛି । ନିୟମ ଅନୁଯାଇ ଅବଧି ସରିବାର ୧୫ଦିନ ପୂର୍ବରୁ ନିର୍ବାଚନ ପ୍ରକ୍ରୀୟା ଆରମ୍ଭ ହେବା କଥା । ସଙ୍ଘର ପ୍ରାକ୍ତନ ତଥା କାମଚଳା ସଭାପତି ଏକ ପ୍ରଶିକ୍ଷଣରେ ଯୋଗଦେବାକୁ ଜିଲ୍ଲା ବାହାରକୁ ଯାଇଥିବା ବେଳେ ସଙ୍ଘର ନିର୍ବାଚନ ନହେବାକୁ ନେଇ ସଭ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ