ସୋସୋ ନୋଡାଲ ସ୍କୁଲର ଦୁଇଛାତ୍ରୀଙ୍କୁ ମେଧାବୃତ୍ତି

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ସୋସୋ ନୋଡାଲ ସ୍କୁଲର ଦୁଇଜଣ ଛାତ୍ରୀ ୩ୟଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଥିବାରୁ ଶିକ୍ଷକ, ଶିକ୍ଷୟତ୍ରୀ ଓ ପରିଚାଳନା କମିଟି ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ପ୍ରଧାନ ଶିକ୍ଷକ ହରମୋହନ ପଣ୍ଡା, ଉଷାରାଣୀ ବାରିକ, ଗୀତାଞ୍ଜଳୀ ରାଉତ, ଅଙ୍ଗୁରବାଳା ସେନାପତି, ସୁସନ୍ଧ୍ୟା ପ୍ରୀୟଦର୍ଶନୀ ମହାନ୍ତି, ଲକ୍ଷ୍ମୀପ୍ରୀୟା ସାହୁ, ପବିତ୍ର କୁମାର ବାରିକ, ଶ୍ୱେତସ୍ୱିନୀ ରାଉତ, କମିଟି ସଭାପତି ଗିରିଶ ଚନ୍ଦ୍ର ନାୟକ ପ୍ରମୁଖ ସ୍କୁଲର ପ୍ରୀତିପ୍ରଜ୍ଞା ନାୟକ, ସାଇ ସୋନାଲିକା ରାଉତ ପ୍ରମୁଖଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ