ଗୋକୁଳଧାମ ରେ ପ୍ରବଚନ କାର୍ଯ୍ୟକ୍ରମ

( ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ରବିବାର ସ୍ଥାନୀୟ ଗୋକୁଳଧାମ ପରିସରରେ ଭକ୍ତ ମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ,ହନୁମାନ ଚାଳିସା ପରେ ମାନସ ପ୍ରବଚିକା ଶ୍ରୀମତି ପ୍ରଭାତି ଦେବୀ ମାନଓ ର ଭରତ ଚରିତ୍ର ଅତି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର ପ୍ରତିଷ୍ଠାତା ଶ୍ରୀ ଜଗନ୍ନାଥ ରାଉତ ଦିବ୍ୟଜୀବନ ସଘଂ ଗୋସାଣୀ ନୂଆ ଗାଁ ର ସଭାପତି ଶହଦେବ ପାତ୍ର ,କେଦାର ଚୈଧୁରୀ ,ରଘୁନାଥ ପାତ୍ର ,ନବୀନ ଶତପଥି ,ବାପିସାହୁ ,ଦିଲୁ ସାବତ,ନରସିଘଂ ମୁନି ଦ୍ୱାରିକା ନାଥ ଘଡାଇ ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ରହି ଭରତ ଚରିତ୍ର ଶବଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ