ଗଜପତିରେ “ନିଫା” ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକ୍ରମ

ପାରଳାଖେମୁଣ୍ତି ,(ତାରିଣୀ ପଣ୍ଡା):ଗଜପତି ଜିଲ୍ଲାରେ ନିଫା (ନେସନାଲ ଇଣ୍ଟିଗ୍ରେଟେଡ୍ ଫୋରମ୍ ଫର୍ର୍ ଅାର୍ଟିସ୍ଟ ଏଣ୍ତ ଅାକ୍ଟିଭିସ୍ଟ)ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛିାଉପାନ୍ତ ତଥା ଅଧୂଷିତ ଜିଲ୍ଲାରେ କଳାକାର ମାନଂକୁ ପ୍ରୋସ୍ଛାହନ ଏବଂ ବିଭିନ୍ନ ସମାଜସେବାର ଅାଭିମୁଖ୍ୟ ନେଇ ଏହି ସଂଗଠନର ଅହଂ ଭୂମିକା ରହିବା ଏହି ଅବସରରେ ସଂଗଠନର ବିଭିନ୍ନ ପଦବୀରେ ନିମ୍ନଲିଖିତ ସଭ୍ୟ/ସଭ୍ୟାମାନଂକୁ ମନୋନୀତ କରାଯାଇଛିାସଭାନେତ୍ରୀ ରୂପେ ସ୍ନିଗ୍ଧା ମିଶ୍ର,ଉପ ସଭାପତି ରାମଚନ୍ଦ୍ର ମିଶ୍ ,ସଂପାଦକ ପୂର୍ଣ୍ଣଚନ୍ଦ୍ର ରଥ,ସହ ସଂପାଦକ ଭାଗବତ ପାଢୀ, ଉପଦେଷ୍ଟା ଭାବେ ଅାଶାଲତା ପାଣିଗ୍ରାହୀ,ବିଚିତ୍ରାନନ୍ଦ ବେବର୍ତ୍ତା,ହୀରାଚାନ୍ଦ ପଟ୍ଟନାୟକ, ଇତିଶ୍ରୀ ମହାପାତ୍ର ତଥା ଗଣ ମାଧ୍ଯମ ପ୍ରତିନିଧି ରୂପେ ଅାଦର୍ଶ ଦାସ ମନୋନୀତ ହୋଇଛନ୍ତିା ସ୍ଥାନୀୟ ଭକ୍ତି ସଂଗୀତ ସଂସଦଠାରେ ଏକ କାର୍ଯ୍ୟକ୍ରମରେ ଅନ୍ୟମାନଂକ ମଧ୍ଯରେ ରାଜେନ୍ଦ୍ର ରଥ,ବାବଜୀ ବେହେରା,ରାଜେଶ ପାତ୍ର,ରଶ୍ମୀ ମିଶ୍ର,ଡି.ପ୍ରିୟଂକା,ସଂଗୀତା ପାତ୍ର,ରଘୁନାଥ ପାତ୍ର,ବିଷ୍ଣୁପ୍ରିୟା ମଣ୍ତଳ ଓ ସଂଯୁକ୍ତା ଗନ୍ତାୟତ ଯୋଗଦାନ କରିଥିଲୋ ଏହି ଅବସରରେ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ଅାଗାମୀ ୨୩ ମାର୍ଚ୍ଚ ୨୦୨୧ ତାରିଖ ଦିନ ଶହୀଦ ଦିବସ ଉପଲକ୍ଷେ ସ୍ଥାନୀୟ ଜିଲ୍ଲା ସ୍ବାସ୍ଥ୍ୟ ଚିକିସ୍ଛାଳୟଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବାଏହା ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ହେବା ଶେଷରେ ରାଜେନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲୋ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ