ସେନାକୁ ମିଳିଲା ବଡ ସଫଳତା

ଶ୍ରୀନଗର-ଭାରତୀୟ ସେନା ପକ୍ଷରୁ କାଶ୍ମିରେ ଜାରି ରହିଥିବା ଅପରେଶନ ଅଲ୍‌ଆଉଟ୍‌ରେ ନିହତ ହୋଇଛି ଭାରତୀୟ ଅଲ୍ କାଇଦା ମୁଖ୍ୟ ତଥା ଅନସାର୍ ଗାଜିୱାତ୍ ଉଲ୍ ହିନ୍ଦ୍ ଆତଙ୍କବାଦୀ ସଂଗଠନର ସଦସ୍ୟ ଅବଦୁଲ୍ ହମିଦ୍ ଲଲହାରି ସେନାର ଏନ୍‌କାଉଣ୍ଟରେ ମୃତ୍ୟ ହୋଇଥିବା ଜଣାପଡିଛି । ଫଳରେ କାଶ୍ମୀରେ ଦୀର୍ଘ ଦିନ ଧରି ଲାଗିିରହିଥିବା ଅଶାନ୍ତିରେ ବିରାମ ଲାଗିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ