ଅତିଶିଘ୍ର ସ୍କୁଲରେ ଲାଗୁହେବ ଉପସ୍ଥାନ ଅନଲାଇନ୍ ବ୍ୟବସ୍ଥା
ଭୂବନେଶ୍ୱର: ଖୁବଶିଘ୍ର ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ,ଶିକ୍ଷୟତ୍ରୀ, ମାନଙ୍କ ପାଇଁ ଉପସ୍ଥାନ ଅନଲାଇନ ବ୍ୟବସ୍ଥା ଖୁବଶିଘ୍ର କରାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଏହି ବ୍ୟବସ୍ଥା ଲାଗୁହେବା ପରେ ଶ୍ରେଣୀରେ କେତେ ଛାତ୍ରଛାତ୍ରୀ ଠିକ୍ ସମୟରେ ଉପସ୍ଥାନ କରୁଛନ୍ତି ନା ନାହିଁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମଧ୍ୟ ଠିକ୍ ସମୟରେ ଉପସ୍ଥାନ କରୁଛନ୍ତି ନା ନାହିଁ ତାହା ଅନ୍ ଲାଇନ ବ୍ୟବସ୍ଥା ଲାଗୁ ହେଲେ ଜଣାପଡିବ । ତେଣୁ ତୁରନ୍ତ ସମସ୍ତ ବିଦ୍ୟାଳୟରେ ଅତିଶିଘ୍ର ଉପସ୍ଥାନ ଅନଲାଇନ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ।


