ଭାରତୀୟ ସେନାକୁ ଶକ୍ତି ଯୋଗାଇବ : ଚିନୁକ ହେଲିକେପ୍ଟର

ଭାରତୀୟ ସେନାକୁ ସୁଦୃଢ କରିବା ପାଇଁ ଓ ସେନା ମାନଙ୍କର ବଳ ବଢାଇବାରେ ସହଯୋଗ କରିବ ଅତ୍ୟାଧୁନିକ ହେଲିକେପ୍ଟର । ଭାରତୀୟ ବାୟୁସେନାରେ ଚିକୁନ ହେଲିକେପ୍ଟର କୁ ଚଣ୍ଡିଗଡ ଠାରେ ସେନାରେ ସାମିଲ କରିଛନ୍ତି । ଭାରତ ଓ ସୀମାରେ ଆତଙ୍କବାଦୀ ଓ ପାକିସ୍ତ୍ାନ ଏହି ଚିକୁନ ହେଲିକେପ୍ଟର ସେନା ଦଳକୁ ନେବା ସହ ବହୁପରିମାଣରେ ଅସ୍ତ୍ରଶସ୍ତ୍ର ନେବା ସହ ଉଚ୍ଚତ୍ତମ ଘାଟିରେ ଏହା ମୃତୟନ ହୋଇପାରିବ ବୋଲି କହିଛନ୍ତି । ଭାରତୀୟ ବାୟୁସେନାରେ ଚଣ୍ଡିଖୋଲ ଠାରେ ୪ ଟି ଚିକୁୁଦ ହେଲିକେପ୍ଟର କ୍ରୟ କରାଯାଇଥିବା ବେଳେ ୧୫ ଟି ହେଲିକେପ୍ଟର କ୍ରୟ କରାଯିବ । ଯାହାର ମୂଲ୍ୟ ୧.୫ ମିଲିୟନ ହେବ । ଏହି ଚିକୁନ ହେଲିକେପ୍ଟର ପ୍ରଥମେ ଆମେରିକା ନିର୍ମିତ କରିଥିଲା ବେଳେ ଭାରତ ଓ ଆମେରିକା ନିର୍ମିତ ଉଦ୍ୟମରେ ଏହା ପ୍ରସ୍ତ୍ୁତ କରାଯାଇଛି । ଏହା ଭାରତୀୟ ଯବାନ ମାନଙ୍କୁ ବହୁତ ସହାୟକ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ