ଗଂଜାମ ଥାନାରେ ନୂତନ ଆଇଆଇସି ଙ୍କ ଯୋଗଦାନ

ଗଂଜାମ ,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଥାନାରେ ନୂତନ ଆଇ.ଆଇ.ସି ରୂପେ ଦିଲ୍ଲୀପ କୁମାର ସାହୁ କାର୍ଯ୍ୟକ୍ରମରେ ଯୋଗ ଦାନ କରିଛନ୍ତି । ପୂର୍ବରୁ ସେ କୋଦଳା ଥାନାରେ କାର୍ଯ୍ୟରତ ଥିବାବେଳେ, ଗଂଜାମ ଥାନାରେ କାର୍ଯ୍ୟରତ ଆଇ.ଆଇ.ସି ସୁଦାମ ଚରଣ ମଲ୍ଲିକ ଙ୍କୁ ଛତ୍ରପୁର ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟଳୟକୁ ବଦଳି କରାଯାଇଛି । ନୂତନ ଆଇ.ଆଇ.ସି ଯୋଗ ଦେବା ପରେ ଆଇନଶୃଙ୍ଖଳା , ଓ ଟ୍ରାଫିକ ଉପରେ ଗୁରୁତ୍ୱ ଦେବା ସହ ପୋଲିସ ଓ ଜନସଧାରଣ ଙ୍କ ମଧରେ ବନ୍ଧୁତ୍ବପୂର୍ଣ ,ପରିବେଶ ସୃଷ୍ଟି କରିବେ ବୋଲି କହିଛନ୍ତି । ତାଙ୍କୁ ବିଭିନ୍ନ ମହଲ ତରଫରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ