ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ବ୍ରହ୍ମପୁର ସହର ଠାରୁ ମାତ୍ର ୫ କିଲୋମିଟର ଦୁର ଅଙ୍କୁଶପୁର ନିକଟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛ । ମିଳିଥିବା ଖବର ଅନୁଯାୟୀ କାରଟି ଗତି କରୁଥିବା ସମୟରେ ଅର୍ଥାତ କାରର ଟାୟାର ଫାଟିଯିବାରୁ ୫୯ ନଂ ଜାତୀୟ ରାଜପଥ କଡକୁ ଓଲଟି ପଡିଥିଲା । ଦୂର୍ଘଟଣାରେ କେହି ଆହାତ ହୋଇଥିବା ସୂଚନା ମିଳିପାରିନାହିଁ ।