ଭଦ୍ରକ ବିଧାୟକ କାର୍‌କୁ ଧକ୍କା ଦେଲା ଟ୍ରକ୍

ଯାଜପୁର: ଭଦ୍ରକ ବିଧାୟକ କାର୍‌କୁ ଧକ୍କା ଦେଲା ଟ୍ରକ୍ । ଏହି ଦୁର୍ଘଟଣାରେ ତାଙ୍କ କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଅଳ୍‌ଳ୍ପକେ ବର୍ତ୍ତିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଳିକ । ତାଙ୍କ କାର୍‌କୁ ଏକ ଟ୍ରକ୍କ ଧକ୍କା ଦେଇଛି । ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଯାଜପୁର ଜିଲ୍ଲା ଜାରକା ପାଖରେ ଦୁର୍ଘଟଣା ଘଟିଛି । ତେବେ ବିଧାୟକ ଓ ତାଙ୍କ ସହଯୋଗୀଙ୍କ ସହ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।
ବିଧାୟକଙ୍କ କାରର ଦୃଶ୍ୟ ଦେଖିଲେ ଅନୁମାନ କରିହେବ କେତେ ବଡ଼ ଦୁର୍ଘଟଣା । ତେବେ ସୌଭାଗ୍ୟବଶତଃ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଅନ୍ୟମାନେ ସୁରକ୍ଷିତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ